Below header

ରାଜଧାନୀ ଏକ୍ସପ୍ରେସରେ ଉଦ୍‌ଘାଟିତ ହେଲା ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲୋକୋ ଦ୍ୱାରା ପ୍ରଯୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ ଉଦ୍‌ଘାଟିତ । ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଆ ସଂସ୍କୃତି ଓ ଲୋକକଳାର ଝଲକ ଦେଖିବାକୁ ମିଳିଛି । ବୌଦ୍ଧ କୀର୍ତ୍ତିରାଜି ସହିତ ନୌବାଣିଜ୍ୟ ପରଂପରା, ସାଧବ ପୁଅର ଗାଥା ରହିଛି । ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ଲୋକକଳା ପଟୋଚିତ୍ର ମାଧ୍ୟମରେ ଟ୍ରେନ୍‌ ବାହାରେ ପ୍ରଦର୍ଶିତ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷା ପ୍ରଚଳନର ବି ଶୁଭାରମ୍ଭ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.