Below header

ଆନନ୍ଦପୁର: ରାତି ସାରା ଉଡିଲା ଜାତୀୟ ପତାକା, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଅଙ୍ଗନବାଡି କେନ୍ଦ୍ରରେ

ଆନନ୍ଦପୁର(କେନ୍ୟୁଜ୍): ଜାତୀୟ ପତାକାକୁ ଅସମ୍ମାନ। ରାତି ସାରା ଉଡିଲା ପତାକା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଘଷିପୁରା ବ୍ଲକ ତରିମୂଳ ଅଙ୍ଗନବାଡି କେନ୍ଦ୍ରରେ। ଆଜି ସକାଳୁ ଗାଁଲୋକେ ପତାକା ଉଡୁଥିବା ଦେଖି ପ୍ରତିବାଦ କରିଥିଲେ। ଏହାପରେ ପାତାକା ଖୋଲାଯାିଥିଲା। ନିୟମ ଅନୁଯାୟୀ ସନ୍ଧ୍ୟା ପରେ ଜାତୀୟ ପତାକା ଖୋଲାଯିବା କଥା କରିନ୍ତୁ ଅଙ୍ଗନବାଡି ଦିଦିଙ୍କ ଦାୟିତ୍ୱହୀନତା ଯୋଗୁଁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.