Browsing Tag

National flag

ସ୍ୱାଧୀନତା ସଂଗ୍ରାମର ରହିଛି ଅନେକ କଥା ଓ କାହାଣୀ

ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ କରୁ ହେଲେ…

ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ : ଅଗଷ୍ଟ ୧୩-୧୫ ମଧ୍ୟରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁରୋଧ କଲେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ‘ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଏଥିସହିତ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉଡ଼ାଇ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ବ୍ୟାପକ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ…

ଅନ୍ଧାରରେ ଉଡୁଛି ଚିରା ଫଟା ତ୍ରିରଙ୍ଗା, ସାରା ନବରଙ୍ଗପୁର ଜିଲ୍ଲାରେ ନିନ୍ଦା

ନବରଙ୍ଗପୁର(କେନ୍ୟୁଜ): ଏଇ ଭାରତ ଦେଶ ଆମ ମାଆ, ଆଉ ଆମ ଜାତୀୟ ପତାକା ତ୍ରିରଙ୍ଗା। ଏଇ ତ୍ରିରଙ୍ଗା ପତାକାକୁ ଉଡାଇବା ପାଇଁ , କେତେ ଯେ ବିର ପୁରୁଷ ,ମହାପୁରୁଷ ନିଜ ପ୍ରାଣବଳୀ ଦେଇଛନ୍ତି। ଆଉ ଏଇ ତ୍ରିରଙ୍ଗାର ମାନ ରଖିବା ପାଇଁ ଆମେ ଦେଶ ବ୍ୟାପି ସ୍ୱାଧୀନତା ଦିବସ ,ସାଧାରଣ ତନ୍ତ୍ର ଦିବସ ବହୁ…

ଆପଣ ଜାତୀୟ ପତାକା ଉଡାଇବା ବେଳେ କରୁନାହାନ୍ତି ତ ଏହାର ଅପମାନ, ଜାଣନ୍ତୁ କଣ ରହିଛି ଏହାର ନିୟମ

ଆଜି ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ତେଣୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଦେଶର ଲାଲକିଲ୍ଲାରେ ତିରଙ୍ଗା ପତାକା ଉଡିବା ସହିତ ଅନ୍ୟାନ୍ୟ ସରକାରୀ ସଂସ୍ଥାନ, ସ୍କୁଲ୍ ଏବଂ କଲେଜ୍ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି ।…

ଗଣତନ୍ତ୍ର ଦିବସରେ ଜାତୀୟ ପତାକାକୁ ଅସମ୍ମାନ କଲେ ଶିକ୍ଷକ, ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉଡୁଥିଲା

ସାଲେପୁର(କେ ନ୍ୟୁଜ): ଗୁରୁ ଭୁଲିଗଲେ ଗୁରୁ ଦାୟିତ୍ୱ । ଜାତୀୟ ପତାକାକୁ କଲେ ଅସମ୍ମାନ । ରାତି ତମାମ ସ୍କୁଲ ପରିସରରେ ଉଡୁଥିଲା ଜାତୀୟ ପତାକା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଘଟଣା ।…

କାକଟପୁର: ଜାତୀୟ ପତାକା ପ୍ରତି ଅସମ୍ମାନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଉପ କୋଷାଗାର କାର୍ଯ୍ୟାଳୟ ପରିସରର ଏହି…

କାକଟପୁର: ଜାତୀୟ ପତାକା ପ୍ରତି ଅସମ୍ମାନ । କାକଟପୁର ଉପ କୋଷାଗାର କାର୍ଯ୍ୟାଳୟ ପରିସରରେ ଗତକାଲି ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ହେଲେ ଉତ୍ତୋଳନର କିଛି ସମୟ ପରେ ପତାକାଟି ଗୋଟେ ପଟକୁ ଢଳି ହୋଇ ରହିଥିଲା । ସେହି ସମୟରେ କେହି ବ୍ୟକ୍ତି ଉକ୍ତ ଘଟଣାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ…

ଆନନ୍ଦପୁର: ରାତି ସାରା ଉଡିଲା ଜାତୀୟ ପତାକା, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଅଙ୍ଗନବାଡି କେନ୍ଦ୍ରରେ

ଆନନ୍ଦପୁର(କେନ୍ୟୁଜ୍): ଜାତୀୟ ପତାକାକୁ ଅସମ୍ମାନ। ରାତି ସାରା ଉଡିଲା ପତାକା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଘଷିପୁରା ବ୍ଲକ ତରିମୂଳ ଅଙ୍ଗନବାଡି କେନ୍ଦ୍ରରେ। ଆଜି ସକାଳୁ ଗାଁଲୋକେ ପତାକା ଉଡୁଥିବା ଦେଖି ପ୍ରତିବାଦ କରିଥିଲେ। ଏହାପରେ ପାତାକା ଖୋଲାଯାିଥିଲା। ନିୟମ ଅନୁଯାୟୀ…

ନା ହୋଇଛି ସିଲାଇ ନା ଲାଗିଛି କପଡା ! ଘର ବିକି ୪ ବର୍ଷରେ ତିଆରି କଲେ ଏହି ତ୍ରିରଙ୍ଗା, ଜାଣନ୍ତୁ କିଏ ସେହି କାରିଗର

ତ୍ରିରଙ୍ଗା ତିଆରି କରିବା ପାଇଁ ନିଜ ଘର ବିକ୍ରି କରିଦେଲେ ବୁଣାକାର । ବ୍ୟକ୍ତି ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଅଂଚଳର ସତ୍ୟନାରାୟଣ । ଆଉ ସତ୍ୟନାରାୟଣଙ୍କ ଇଛା ଏହାକୁ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରେ ଉତ୍ତୋଳନ କରନ୍ତୁ । ଏବେ ଆପଣ ଭାବୁଥିବେ ତ୍ରିରଙ୍ଗା ତିଆରି କରିବାରେ…

ଜାଣଛନ୍ତି ୧୫ ଅଗଷ୍ଟକୁ ଲାଲକିଲ୍ଲାରେ ଉଡୁଥିବା ତ୍ରିରଙ୍ଗା କେଉଁଠୁ ଆସେ ?

ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ତେବେ କଣ ଆପଣ ଜାଣନ୍ତି ଲାଲକିଲ୍ଲାରେ ଉଡାଯାଉଥିବା ଏହି ତ୍ରିରଙ୍ଗା କର୍ଣ୍ଣାଟକର ହୁବଳୀରୁ ଆସିଥାଏ ।…

ସ୍ବାଧୀନତା ପୂର୍ବରୁ ଭାରତର ନିଜର ନଥିଲା ନିର୍ଦ୍ଧିଷ୍ଟ ପତାକା : କିଛି ଏଭଳି ଭାବରେ ବଦଳୁଥିଲା ଦେଶର ଜାତୀୟ ପତାକା

ଆଉ କିଛି ଦିନ ପରେ ଭାରତ ପାଳିବ ଏହାର ୭୨ତମ ସ୍ବାଧୀନତା ଦିବସ । ସାରା ଦେଶରେ ଉଡିବ ତ୍ରିରଙ୍ଗା । ହେଲେ କଣ ଆପଣ ଜାଣନ୍ତି ସ୍ବାଧୀନତା ପୂର୍ବରୁ ଭାରତର ନିଜର କୌଣସି ନିର୍ଦ୍ଧିଷ୍ଟ ପତାକା ନଥିଲା । ସେତେବେଳେ କ୍ରାନ୍ତିକାରୀ ନିଜ ମୁତାବକ ସମୟ ଅନୁସାରେ ଅଲଗା ଅଲଗା ପତାକା ଉଡାଉଥିଲେ । ୧୫…