Below header

ଅଗଷ୍ଟ ୮ ଜାତୀୟ କୃମିନାଶକ ଦିବସ, ଏକ କୋଟି ୪୨ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଔଷଧ

ଭୁବନେଶ୍ବର(କେନ୍ୟୁଜ୍): ଅଗଷ୍ଟ ୮ ଜାତୀୟ କୃମିନାଶକ ଦିବସ । ଏହି ଦିନ ରାଜ୍ୟରେ ଏକ କୋଟି ୪୨ ଲକ୍ଷରୁ ଅଧିକ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସମନ୍ଵୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ପ୍ରାୟ ୩୨ ପ୍ରତିଶତ ଶିଶୁ କୃମି ରୋଗରେ ପୀଡ଼ିତ ଅଛନ୍ତି । ଆସନ୍ତା ୮ ତାରିଖ ଦିନ ଯେଉଁ ସ୍କୁଲର ପିଲାମାନଙ୍କୁ କୃମି ନାଶକ ଔଷଧ ଦିଆନଯାଇପାରିବ ଅଗଷ୍ଟ ୧୬ ତାରିଖରେ ସେମାନଙ୍କୁ କୃମିନାଶକ ଔଷଧ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.