Below header

ଭିଜିଲାନ୍ସ ଜାଲରେ ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା, ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଲାଞ୍ଚ ନେଇ ପଳାଉଥିବାବେଳେ ଧରିଲା ଭିଜିଲାନ୍ସ । ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଝାରସୁଗୁଡା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସିଡିପିଓ । ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଲାଞ୍ଚ ନେଇ ପଳାଉଥିବାବେଳେ ଧରିଲା ଭିଜିଲାନ୍ସ । ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଖବରପାଇ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ସିଡିପିଓଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.