ପୁଣି ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର

ଭୁବନେଶ୍ବର(କେନ୍ୟୁଜ୍): ପୁଣି ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଆସି ଦଳରେ ଯୋଗ ଦେଇଛନ୍ତି। ଜିତୁ ମିତ୍ରଙ୍କ ଯୋଗଦାନ ଫଳରେ ଦଳ ଆହୁରି ମଜବୁତ ହେବ ବୋଲି ନବୀନ କହିଛନ୍ତି। ଜିତୁ କହିଛନ୍ତି ବିଜୁ ଜନତା ଦଳ ମୋ ପୁରୁଣା ଘର। ଏବେ ମୁଁ ଘରକୁ ପେରିଲି। ଗତ ନିର୍ବାଚନରେ ଜିତୁ ମିତ୍ର ବିଜେଡି ଛାଡି ବିଜେପିରୁ ଲଢିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.