Below header

କଳିଙ୍ଗଟିଭି ତଥା କେନ୍ୟୁଜ୍ କେନ୍ଦୁଝର ବ୍ୟୁରୋ ହେଡ୍‌ ଅକ୍ଷୟ ପାଢ଼ୀଙ୍କ ପରଲୋକ

କେନ୍ଦୁଝର(କେନ୍ୟୁଜ୍):କଳିଙ୍ଗଟିଭି କେନ୍ଦୁଝର ବ୍ୟୁରୋ ହେଡ୍‌ ଅକ୍ଷୟ ପାଢ଼ୀଙ୍କ ପରଲୋକ । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଳିଙ୍ଗ ଟିଭି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

କଳିଙ୍ଗଟିଭି ସିଏମ୍‌ଡି ହିମାଂଶୁ ଖଟୁଆ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚିଫ୍‌ ଏଡିଟର ସୌମ୍ୟଜିତ ପଟ୍ଟନାୟକ ବି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ଧରି ସାମ୍ବାଦିକ ଓ ସମାଜସେବାରେ ଜଡିତ ଥିଲେ ଅକ୍ଷୟ ପାଢ଼ୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.