Below header

ଏବର୍ଷ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଅଧିକ ହେଉଥିବା ବେଳେ କମ୍‌ ରହିଛି ଶୀତର ପ୍ରଭାବ

କନ୍ଧମାଳ : ଏବର୍ଷ କନ୍ଧମାଳ ଜିଲ୍ଲାରେ ଶୀତ କମ୍‌ ରହିଛି । ପାଗ ପରିବର୍ତ୍ତନ ହେଉଥିବା ଯୋଗୁଁ କେତେବେଳେ ଶୀତ କମ ଅନୁଭୂତ ହେଉଛି ତ ଆଉ କେତେବେଳେ ଶୀତ ଅଧିକ ହେଉଛି । ଅଞ୍ଚଳରେ କୁହୁଡ଼ି ଅଧିକ ହେଉଥିବା ବେଳେ ଶୀତ ସେହି ଅନୁସାରେ ହେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲା ଶୀତ ପାଇଁ ପ୍ରସିଦ୍ଧ ଥିବା ଜାଣି ବାହାର ରାଜ୍ୟରୁ କମ୍ବଳ ବ୍ୟବସାୟୀ ମାନେ ଏଠାରେ ଆସି ଡେରା ପକାଇଥିଲେ। ହେଲେ ଚଳିତ ବର୍ଷ କମ୍‌ ଶୀତ ହେଉଥିବା ଯୋଗୁଁ ବ୍ୟବସାୟ ଆଶାଜନକ ନୁହେଁ ବୋଲି କହିଛନ୍ତି, ଏହି କମ୍ବଳ ବ୍ୟବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.