ଜାନୁଆରୀ ୩ରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିର, ଏକକାଳୀନ ଶହେ ଭକ୍ତ ମହାପ୍ରଭୁଙ୍କୁ କରିପାରିବେ ଦର୍ଶନ

କେନ୍ଦ୍ରାପଡ଼ା: ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିର । କୋଭିଡ କଟକଣା ଭିତରେ ଖୋଲିବ ମନ୍ଦିର । ଏକକାଳୀନ ଶହେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ପୁରୀ ଶ୍ରୀମନ୍ଦିର ଓ ଖୋର୍ଦ୍ଧା ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଘୋଷଣା ପରେ ବଳଦେବଜୀଉଙ୍କ ମନ୍ଦିର ଖୋଲିବା ପାଇଁ ଦାବି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.