Browsing Tag

temple open

ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାର କଡ଼ାକଡ଼ି ପାଳନ ମଧ୍ୟରେ ଖୋଲିବ ମନ୍ଦିର। ମନ୍ଦିର ଗର୍ଭଗୃହକୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ପ୍ରବେଶ ବାରଣ କରାଯାଇଛି। ମନ୍ଦିର ମଧ୍ୟରେ ଭୋଗ ଲାଗି ହେବ ନାହିଁ।…

ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର, ହେଲେ ଖୋଲିବ ନାହିଁ ଶ୍ରୀମନ୍ଦିର

ପୁରୀ(କେନ୍ଯୁଜ୍): ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର । ହେଲେ ଶ୍ରୀମନ୍ଦିର ଖୋଲିବ ନାହିଁ । ଜିଲ୍ଲାରେ ଥିବା ସମସ୍ତ ମସ୍‌ଜିଦ, ଚର୍ଚ, ଗୁରୁଦ୍ୱାର, ମଠ, ଆଶ୍ରମ, ଗୁରୁକୁଳ ଆଦି ଖୋଲିଛି । ସପ୍ତାହରେ ୫ ଦିନ ସକାଳ ୬ଟାରୁ ରାତି ୮ ଯାଏ ଖୋଲିବାକୁ ଅନୁମତି ମିଳିଛି । କେବଳ ପୁରୀ ସହରକୁ…

ଆସନ୍ତା ୪ରୁ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର, ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାବାସୀ ପାଇବେ ଦର୍ଶନ କରିବାର…

ଢେଙ୍କାନାଳ: ଆସନ୍ତା ୪ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର । ପ୍ରସିଦ୍ଧ ଶୈବପୀଠ କପିଳାସ, ବଳରାମ ମନ୍ଦିର, ନାଧରାର ରାମଚଣ୍ଡୀ, ହିନ୍ଦୋଳର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର, ପରଜଙ୍ଗ ବ୍ଲକ କୁଆଳୁ ଅଷ୍ଟସମ୍ଭୁ, କାମାକ୍ଷାନଗର ରାମେଶ୍ୱର ମନ୍ଦିର ଖୋଲିବ । ପ୍ରଥମ…

ଆଜି ଖୋଲିଲା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସହିତ କାକଟପୁର ମା’ମଙ୍ଗଳାଙ୍କ ମନ୍ଦିର: ଦର୍ଶନ ପରେ ଭାବବିହ୍ଵଳ…

କେନ୍ଯୁଜ୍: ଆଜି ପୁରୀ ଜଗନ୍ନାଥଙ୍କ ମନ୍ଦିର ଖୋଲିବା ପରେ ଖୋଲିଛି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଦୀର୍ଘ ୯ ମାସ ପରେ ଖୋଲିଛି ପହୁଡ। ମନ୍ଦିର ଖୋଲିବା ପରେ ଦର୍ଶନ ପାଇଁ ଭକ୍ତମାନଙ୍କ ଧାଡି ଲାଗିଛି। ଦୀର୍ଘ ମାସ ପରେ ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବବିହ୍ଵଳ ହୋଇ ପଡିଛନ୍ତି।…

ଦୀର୍ଘ ୯ ମାସ ପରେ ହେଲା ଭକ୍ତ ଓ ଭଗବାନଙ୍କ ମିଳନ, ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି…

ପୁରୀ: ଖୋଲିଲା ଶ୍ରୀମନ୍ଦିର । ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି। ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି। ଆଜିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ ।…

ଜାନୁଆରୀ ୩ରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିର, ଏକକାଳୀନ ଶହେ ଭକ୍ତ ମହାପ୍ରଭୁଙ୍କୁ କରିପାରିବେ ଦର୍ଶନ

କେନ୍ଦ୍ରାପଡ଼ା: ଜାନୁଆରୀ ୩ ତାରିଖରୁ ଖୋଲିବ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିର । କୋଭିଡ କଟକଣା ଭିତରେ ଖୋଲିବ ମନ୍ଦିର । ଏକକାଳୀନ ଶହେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ ।…

ଆଜିଠୁ ଦେଶରେ ଖୋଲୁଛି ଧାର୍ମିକ ଅନୁଷ୍ଠାନ, ମଲ୍‌ ଓ ରେଷ୍ଟୁରାଣ୍ଟ : କଟକଣା ଭିତରେ ସବୁ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ…

ଭୁବନେଶ୍ବର : ଦୀର୍ଘ ଅଢେଇ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଦେଶରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ। ଏହା ସହିତ ଖୋଲୁଛି ମଲ୍‌ ଓ ରେଷ୍ଟୁରାଣ୍ଟ । ଅନେକ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲା ଯାଇଥିବା ବେଳେ କେନ୍ଦ୍ରର ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ କରି ଭିରକୁ ଯିବେ ଶ୍ରଦ୍ଧାଳୁ ।…

ଦୀର୍ଘ ଅଢ଼େଇ ମାସ ପରେ ଭକ୍ତ ଆଉ ଭଗବାନଙ୍କ ହେବ ମିଳନ, ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ

କରୋନା ଲକଡାଉନରେ ସବୁ କିଛି ବନ୍ଦ। ଏମିତିକି ଭକ୍ତ ଏବଂ ଭଗବାନଙ୍କ ମଝିରେ ଫାଟ ସ୍ରୁଷ୍‌ଟି କରୁଥିଲା ଲକଡାଉନ। କିନ୍ତୁ ଦୀର୍ଘ ଅଢେଇମାସ ପରେ ଖୋଲିବ ବିଭିନ୍ନ ଧାର୍ମିକଅନୁଷ୍ଠାନ। କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେଦ୍ର ସରକାର। ସେଥିପାଇଁ ସମସ୍ତ…