Below header
Browsing Tag

kandhamal winter

ଜାଡରେ ଥରୁଛି ସାରା ଓଡ଼ିଶା: ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ଜାଡରେ ଥରୁଛି ସାରା ଓଡ଼ିଶା। ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି ୯ଟି ସହରର ତାପମାତ୍ରା । ସବୁଠି ଖସିଛି ରାତି ତାପମାତ୍ରା । ଆଗକୁ ଆହୁରି ବଢିବ ଶୀତ । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା…

ଶୀତରେ ଥରୁଛି ସାରା ଓଡ଼ିଶା, ଦାରିଙ୍ଗବାଡିରେ ୯ ଡିଗ୍ରୀକୁ ଖସିଲା ପାରଦ

କନ୍ଧମାଳ(କେନ୍ଯୁଜ) : ଜାଡରେ ଥରୁଛି ସାରା ଓଡ଼ିଶା। ଦାରିଙ୍ଗବାଡିରେ ୯ ଡିଗ୍ରୀକୁ ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ । ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୯.୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା । ହେଲେ ଲଘୁଚାପଜନିତ ବର୍ଷା ଓ ପାଗରେ…

କନ୍ଧମାଳରେ ପହିଲି ଶୀତ: ଦାରିଙ୍ଗବାଡିରେ ୧୫ ଡିଗ୍ରୀ ଓ ଫୁଲବାଣୀରେ ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳରେ ପହିଲି ଶୀତ । ପ୍ରବଳ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ପାର୍କ ଓ ଷ୍ଟାଡିୟମରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସମସ୍ତେ ବ୍ୟାୟାମ କରିବାରେ ବ୍ୟସ୍ତ ରହିଛନ୍ତି। ସପ୍ତାହେ ମଧ୍ୟରେ କନ୍ଧମାଳର ସର୍ବନିମ୍ନ…

ଏବର୍ଷ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଅଧିକ ହେଉଥିବା ବେଳେ କମ୍‌ ରହିଛି ଶୀତର ପ୍ରଭାବ

କନ୍ଧମାଳ : ଏବର୍ଷ କନ୍ଧମାଳ ଜିଲ୍ଲାରେ ଶୀତ କମ୍‌ ରହିଛି । ପାଗ ପରିବର୍ତ୍ତନ ହେଉଥିବା ଯୋଗୁଁ କେତେବେଳେ ଶୀତ କମ ଅନୁଭୂତ ହେଉଛି ତ ଆଉ କେତେବେଳେ ଶୀତ ଅଧିକ ହେଉଛି । ଅଞ୍ଚଳରେ କୁହୁଡ଼ି ଅଧିକ ହେଉଥିବା ବେଳେ ଶୀତ ସେହି ଅନୁସାରେ ହେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପକ୍ଷରେ…

ଲୁଚକାଳି ଖେଳୁଛି ଶୀତ: କିଛି ଦିନର ଥଣ୍ଡା ପରେ କନ୍ଧମାଳରୁ ଶୀତ ଉଭାନ୍

କନ୍ଧମାଳ: କିଛି ଦିନର ଶୀତ ପରେ କନ୍ଧମାଳରୁ ଶୀତ ଉଭାନ। ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ସାଧାରଣତଃ ଶୀତ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଏହି ଋତୁରେ ପର୍ଯ୍ୟଟକମାନେ କନ୍ଧମାଳରେ ପ୍ରକୃତିର ମଜା ନେବା ସହ ଶୀତ ଉପଭୋଗ କରିଥାନ୍ତି। କନ୍ଧମାଳ ଜିଲ୍ଲାକୁ ଏଥର ଡେରିରେ ଶୀତ…