Below header

ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ଆଜି ଫୁଲବାଣୀରେ ଥିବା ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଭିନ୍ନ ଜନହିତକର କାର୍ଯ୍ୟ କରି ଆସୁଥିବା ଡକ୍ଟର ସାମନ୍ତ ଏଥର ମଧ୍ୟ ତାଙ୍କ ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି । ଶୀତ ଦିନ ହୋଇଥିବାରୁ ରବିବାର ସାଂସଦଙ୍କ ଗସ୍ତ ଅବସରରେ ସେ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକର ବିଭିନ୍ନ ବାଳାଶ୍ରମ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ୧୫ ହଜାର କମ୍ବଳ ବଣ୍ଟନ କରାଯାଇଛି । ଏପଟେ ଜିଲ୍ଲରେ ପ୍ରବଳ ଶୀତ ହେଉଥିବାରୁ କମ୍ବଳ ପାଇଥିବାରୁ ସଂସଦଙ୍କୁ କୃତଜ୍ଞତା ଯଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.