Browsing Tag

kandhamal mp

ସଂସଦରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନଙ୍କ ପ୍ରଶ୍ନ: ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ କିଛି ରଣନୀତି…

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ରେଳର ପ୍ରତ୍ୟେକ ମେଲ ଓ ଏକ୍ସପ୍ରେସ ଟ୍ରେନରେ ଥିବା ୨/୩ଟି କୋଚ୍‌ ବା କମ୍ପାଟମେଣ୍ଟ ଗୁଡ଼ିକରେ ସାଧାରଣ ଯାତ୍ରୀଙ୍କ ପାଇଁ ଅସଂରକ୍ଷିତ ରଖାଯାଇଛି କି? ଯଦି ହଁ, ତେବେ ସେହି କୋଚ୍‌ ବା କମ୍ପାଟମେଣ୍ଟଗୁଡିକ ଅଧିକ ଭିଡ଼ ରହୁଥିବା ଓ ଏଥିରେ ଯାତ୍ରା କରୁଥିବା…

କଳାହାଣ୍ଡିରେ ନବନିର୍ମିତ କିସ୍ ଶାଖା ପରିଦର୍ଶନ କଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

କଳାହାଣ୍ଡି : ଦିନିକିଆ କଳାହାଣ୍ଡି ଗସ୍ତରେ କନ୍ଧମାଳ ସାଂସଦ ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଭବାନୀପାଟଣା ନିକଟ ବାଦଲି ଗାଁରେ ନବନିର୍ମିତ କିସ୍‌ର ଶାଖା ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ…

ପରିବା ବ୍ୟବସାୟୀଙ୍କୁ ଭେଟି ସୁବିଧା-ଅସୁବିଧା ବୁଝିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍‌): ପରିବା ବ୍ୟବସାୟୀଙ୍କୁ ଭେଟିଲେ ସାଂସଦ। ୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ସର୍କିଟ ହାଉସ୍ ସମ୍ମୁଖରେ ବସିଥିବା ପରିବା ବ୍ୟବସାୟୀଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି…

ସଂସଦରେ ସ୍ୱର ଉଠାଇଲେ କନ୍ଧମାଳ ସାଂସଦ, କହିଲେ ଓଡ଼ିଶାକୁ ଦିଆଯାଉ ସ୍ୱତନ୍ତ୍ର ଧ୍ୟାନ

ନୂଆଦିଲ୍ଲୀ: କରୋନା ଯୋଦ୍ଧାମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ମିଳିବ ଉଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି । ଏହି ନିଷ୍ପତ୍ତି ଯୋଗୁ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ଉଦାହରଣ ପାଲଟିଛନ୍ତି । ଓଡ଼ିଶା ସବୁବେଳେ ପ୍ରାକୃତିକ…

କନ୍ଧମାଳ:ଅସମ୍ପୂର୍ଣ୍ଣ ମନ୍ଦିରର ନିର୍ମାଣ ପାଇଁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ,…

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ବ୍ୟକ୍ତିଗତ ସହାୟତା ରାଶି ପ୍ରଦାନ । ନିଜସ୍ୱ ୫୧ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କଲେ କନ୍ଧମାଳ ସାଂସଦ । ବାଲିଗୁଡ଼ା ବ୍ଳକ ବିଜେଡି ସଭାପତି ଟୁନା ଦାସଙ୍କ ଉପସ୍ଥିତିରେ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧିତ୍ୱରେ ଅସମ୍ପୂର୍ଣ୍ଣ…

ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ…

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ଆଜି ଫୁଲବାଣୀରେ ଥିବା ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଭିନ୍ନ ଜନହିତକର କାର୍ଯ୍ୟ କରି…