Below header

ଆଜିଠୁ ଖୋଲିଲା ସୁନ୍ଦରଗଡ ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ, ଭୋଜିକୁ ବାଦ୍‌ ଦେଇ ପର୍ଯ୍ୟଟକମାନଙ୍କୁ ଭ୍ରମଣ ପାଇଁ ମିଳିଛି ଅନୁମତି

ସୁନ୍ଦରଗଡ : ଆଜିଠୁ ଖୋଲିଲା ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ । କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ । ଏବେ କୋଭିଡ୍‌ ପ୍ରକୋପ କମୁଥିବାରୁ ଧୀରେ ଧୀରେ ମନ୍ଦିର, ପ୍ରର୍ଯ୍ୟଟନସ୍ଥଳୀ ଖୋଲା ଯାଉଛି ।

ତେବେ ଖଣ୍ଡାଧାର ଜଳପ୍ରପାତ ଆଜିଠୁ ଖୋଲୁଥିବା ବେଳେ କୋଭିଡ୍‌ ନିୟମକୁ ଦୃଷ୍ଟିରେ ରଖି ଭୋଜିକୁ ବାଦ୍‌ ଦେଇ ପର୍ଯ୍ୟଟକମାନେ ଭ୍ରମଣ ପାଇଁ ଅନୁମତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.