Below header

ଟ୍ରେନ୍‌ ଭିତରେ ଲୋକେ ଆତଙ୍କିତ, ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରାଇଲା ଦୁର୍ବୃତ୍ତ

ଖୋର୍ଦ୍ଦା (କେନ୍ୟୁଜ୍) : ଟ୍ରେନ୍‌ ଭିତରେ ଆତଙ୍କ। ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରାଇଲା ଦୁର୍ବୃତ୍ତ। ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ଅଭିଯୋଗରେ ଯୁବକ ଗିରଫ। ଖୋର୍ଦ୍ଦା ରୋଡ ରେଳବାଇ ପୋଲିସ ସୋମନାଥ ପାଢୀ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ସୋମନାଥ ଟ୍ରେନ୍‌ରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ଧମକାଇଥିଲା। ଖବର ପାଇ ରେଳବାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.