ଆଜି ଓ୍ଵାର୍ଲଡ ହେପାଟାଇଟିସ ଡେ, ଭୁବନେଶ୍ୱର କିମ୍ସ ହସ୍ପିଟାଲ ପକ୍ଷରୁ ପାଳିତ

ଭୁବନେଶ୍ୱର (କେନ୍ୟୁଜ୍) : ଆଜି ହେଉଛି ଓ୍ଵାର୍ଲଡ ହେପାଟାଇଟିସ ଡେ । ଭୁବନେଶ୍ୱର କିମ୍ସ ହସ୍ପିଟାଲ ପକ୍ଷରୁ ପାଳିତ ହୋଇଛି ଓ୍ଵାର୍ଲଡ ହେପାଟାଇଟିସ ଡେ-୨୦୧୯ । ଏହି ଅବସରରେ ଏକ ସଚେତନତା ଯାତ୍ରା କିମ୍ସ ହସ୍ପିଟାଲରୁ ବାହାରି ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ସଚେତନତା ଯାତ୍ରାରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକ ସାମିଲ ହୋଇଥିଲେ । ଯକୃତ ରୋଗର ନିରାକରଣ ସହ ରୋଗ ସମ୍ପର୍କରେ ବିଭିନ୍ନ ତଥ୍ୟ ସମାଜକୁ ଅବଗତ କରାଯାଇଥିଲା।

Leave A Reply

Your email address will not be published.