Below header

ଅନୁଗୁଳ: ମାସ୍କ ଖସିଗଲା ବୋଲି ଦଣ୍ଡ, ସର୍ବସମ୍ମୁଖରେ ବସଉଠ କରାଇଲେ କିଶୋରନଗର ତହସିଲଦାର

ଅନୁଗୁଳ(କେନ୍ୟୁଜ୍): ବଡ ଲୋକଙ୍କୁ ଉତ୍ତର ନାହିଁ । ଏଭଳି ନ୍ୟାୟର କିଶୋରନଗର  ତହସିଲଦାର କିଛି ଏଭଳି କାମ କରିଛନ୍ତି। ମାସ୍କ ଖସି ଯିବାରୁ ଚାଷୀଙ୍କୁ ସର୍ବ ସମ୍ମୁଖରେ ଉଠ ବସ କରାଇଲେ କିଶୋରନଗର ତହସିଲଦାର।ଅନୁଗୋଳ ଜିଲ୍ଲା କିଶୋରନଗର କଲେଜ ଛକ ନିକଟରେ ଘଟିଛି ଏଭଳି ଘଟଣା।

କିଶୋରନଗର ତହସିଲଦାର ମାସ୍କ ଚେକିଂ କରୁଥିବା ବେଳେ ଦୁଇଜଣ ଚାଷୀ ବିଲକୁ ଯାଉଥିଲେ ।ଚାଷୀଙ୍କ ମାସ୍କ ସାମାନ୍ୟ ଖସି ଯିବାରୁ ତହସିଲଦାର ସେମାନଙ୍କୁ ଉଠବସ କରାଇଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.