ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଚାଲିଥିବା ସଚେତନତା ଅଭିଯାନ ‘ମୋ ଧାମ ମୋ ଗର୍ବ’ ହେଲା ଉଦ୍‌ଯାପିତ

ପୁରୀ(କେନ୍ୟୁଜ୍):  ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଚାଲିଥିବା ସଚେତନତା ଅଭିଯାନ ‘ମୋ ଧାମ ମୋ ଗର୍ବ’ ଆଜି ଉଦ୍‌ଯାପିତ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗ ତଥା ପ୍ରଶାସନର ପ୍ରଚେଷ୍ଠା ଫଳରେ ଏହି ଅଭିଯାନ ସଫଳ ହୋଇଛି । ସାତ ଦିନ ଧରି ସହରରେ ସଫେଇ ଅଭିଯାନ କରାଯାଇ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ କରାଯାଇଛି ।

ସ୍ୱଚ୍ଛତା ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ସହରବାସୀ ସାମିଲ ହୋଇଥିଲେ । ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ସହ ଦସ୍ତଖତ ଅଭିଯାନ କରାଯାଇଥିଲା । ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପବିତ୍ରତା ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ତଥା ବିଶିଷ୍ଟ ଧାମରେ ପରିଣତ କରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.