Below header

ରାଷ୍ଟ୍ରପତି ଭବନ ବୁଲିଲେ କିସ୍‌ ଛାତ୍ରଛାତ୍ରୀ

ଦିଲ୍ଲୀରେ G-20 କାର୍ଯର୍୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ କିସ୍‌ ସାଂସ୍କୃତିକ ଦଳର ଯୋଗଦାନ । ଏହି ଅବସରରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ଛାତ୍ରଛାତ୍ରୀ । ରାଷ୍ଟ୍ରପତିଙ୍କ ଜ୍ୱାଇଁ ଗଣେଶ ହେମ୍ବ୍ରମ୍‌ କିସ୍‌ର ଜଣେ ପୁରାତନ ଛାତ୍ର ।

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ଭବନ ବୁଲିଲେ କିସ୍‌ ଛାତ୍ରଛାତ୍ରୀ । ଦିଲ୍ଲୀରେ G-20 କାର୍ଯର୍୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ କିସ୍‌ ସାଂସ୍କୃତିକ ଦଳର ଯୋଗଦାନ । ଏହି ଅବସରରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ଛାତ୍ରଛାତ୍ରୀ । ରାଷ୍ଟ୍ରପତିଙ୍କ ଜ୍ୱାଇଁ ଗଣେଶ ହେମ୍ବ୍ରମ୍‌ କିସ୍‌ର ଜଣେ ପୁରାତନ ଛାତ୍ର ।

କିସ୍‌ ଛାତ୍ରଛାତ୍ରୀମାନେ ଏକ ଜାତୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଖବରପାଇ ଗଣେଶ କିସ୍‌ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ନିମନ୍ତେ ନିମନ୍ତ୍ରଣ କରିଥିଲେ । କିସ୍‌ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବା ସହ ରାଷ୍ଟ୍ରପତି ଭବନ ପରିଦର୍ଶନ କରି ବେଶ ଖୁସି ଜାହିର କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.