ଆଜିଠୁ ଜୁନ୍ ୯ ଯାଏ ବନ୍ଦ ରହିବ ରାଷ୍ଟ୍ରପତି ଭବନ, ଶପଥ ଗ୍ରହଣ ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି
ରାଷ୍ଟ୍ରପତି ଭବନ ବୁଧବାରରୁ ରବିବାର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ । ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ଯୋଗୁ ରାଷ୍ଟ୍ରପତିଙ୍କ ଭବନ ବନ୍ଦ ରହିବ ବୋଲି ଏକ ସରକାରୀ ବିବୃତ୍ତିରେ ଘୋଷଣା କରାଯାଇଛି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବୟାନରେ…