Below header

ଦୁର୍ଘଟଣାରେ ନୂଆପଡା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ମୃତ୍ୟୁ

ନୟାଗଡ଼ (କେନ୍ୟୁଜ୍) : ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରାଭେରା । ଦୁର୍ଘଟଣାରେ ନୂଆପଡା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାରେ ବୋଲି ଜଣାପଡିଛି। ସେ ଏକ ଟ୍ରାଭେରାରେ ଭୁବନେଶ୍ୱର ଯାଉଥିଲେ । ସୋରଡା ୫୭ ନମ୍ବର ଜାତୀୟ ରାଜପଥଇରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରାଭେରା । ପୋଲିସ ଡାକ୍ତରଖାନାରେ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.