Below header

ନିଜର ଶତାଧିକ ସମର୍ଥକଙ୍କ ସହ ବିଏସପିରେ ମିଶିଲେ ବିଧାୟକ କୃଷ୍ଣ ସଗରିଆ

ଭୁବନେଶ୍ବର (କେନ୍ୟୁଜ୍) : ବିଏସପିରେ ମିଶିଲେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ। ନିଜର ଶତାଧିକ ସମର୍ଥକଙ୍କ ସହ ସଗରିଆ ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ନିର୍ବାଚନୀ ପ୍ରଚାର ପାଇଁ BSP ମୁଖ୍ୟ ମାୟାବତୀ ଖୁବଶୀଘ୍ର  ଓଡ଼ିଶା ଆସିବେ। ବିଧାନସଭାରେ ୧୪୭ଟି ଆସନ ସହ ଲୋକସଭାରେ ୨୧ଟି ଆସନରେ ପ୍ରାର୍ଥୀ ଦେବ BSP।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.