Below header

ରାଜ୍ୟରେ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଶ୍ରମିକ ପାଇବେ କେତେ ମଜୁରୀ

କେନ୍ୟୁଜ୍(ବ୍ୟୁରୋ):  ଶ୍ରମିକ ମାନଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର। କରୋନା ସମୟରେ ଏହି ମଜୁରୀ ବୃଦ୍ଧି ଶ୍ରମିକ ମାନଙ୍କ ପାଇଁ ନିହାତି ଭାବରେ ଏକ ଖୁସିଖବର। ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ଟଙ୍କା ୪୦ ପଇସା ବଢ଼ିଛି।

ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦ ପଇସାକୁ ବୃଦ୍ଧି କରିଛନ୍ତି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମୁଜରୀ ୩୪୩ଟଙ୍କା ୪୦ ପଇସା ହୋଇଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ଟଙ୍କା ୪୦ ପଇସା ହୋଇଛି। ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୫୩ଟଙ୍କା ୪୦ ପଇସା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.