ପୁଣି ଅଶାନ୍ତ ହେଲା ଜଟଣୀ, ଆଇଓସିଏଲ ଡିପୋ ମ୍ୟାନେଜରଙ୍କ ଗାଡି ଉପରକୁ ବୋମାମାଡ

ଖୋର୍ଦ୍ଧା(କେନ୍ୟୁଜ୍): ପୁଣି ଅଶାନ୍ତ ହେଲା ଜଟଣୀ। ଲକଡାଉନରେ ଫୁଟିଲା ବୋମା। ଜଟଣୀ ଛଣଘର ନିକଟରେ  ଥିବା ଆଇଓସିଏଲ ଡିପୋ ମ୍ୟାନେଜରଙ୍କ ଗାଡି ଉପରକୁ ହୋଇଛି ବୋମାମାଡ। ଅଳ୍ପେକେ ବର୍ତ୍ତିଲେ ମ୍ୟାନେଜର। କିନ୍ତୁ ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବାର ଖବର ମିଳିଛି। ଡିପୋର ଅଲ୍ପ ଦୂରରେ ଏହି ବୋମାମାଡ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.