ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ: ଲୋକଙ୍କୁ ମିଳିବ ପଟ୍ଟା
ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ ହୋଇ ଲୋକଙ୍କୁ ମିଳିବ ପଟ୍ଟା। 5T ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…