ଖୋର୍ଦ୍ଧା: ଜଟଣୀ ବ୍ଳକ ଛତାବର ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ମିଳୁନି ଘର ଖଣ୍ଡେ, ସରକାରୀ ଅଫିସ ଦୌଡି ଦୌଡି ହତାଶ

ଖୋର୍ଦ୍ଧା(କେନ୍ୟୁଜ୍):  ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ଏହାର କାର୍ଯ୍ୟକାରିତା ଖୋଜିଲେ ଠିକ ଏହାର ବିପରିତ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ବ୍ଳକ ଛତାବର ପଞ୍ଚାୟତରେ । ଏଠାରେ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ଆବେଦନ କରିଛନ୍ତି । ଏପରିକି ସରକାରୀ ଅଫିସ ଦୌଡି ଦୌଡି ହତାଶ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସରପଞ୍ଚ ଓ ବିଡିଓ କହିଛନ୍ତି ପ୍ରତ୍ୟେକ ଗରିବ ଓ ଖଟିଖିଆ ଲୋକଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.