ନନ୍ଦନକାନନ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର

ଭୁବନେଶ୍ବର(କେନ୍ୟୁଜ୍):  ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ । ଟ୍ରେନ୍‌ରେ ପାଖାପାଖି ୫୦ରୁ ଅଧିକ ପରୀକ୍ଷାର୍ଥୀ ବିହାରରୁ ଭୁବନେଶ୍ୱର ୧୨୦ ବାଟାଲିୟନ୍‌କୁ ପରୀକ୍ଷା ଦେବାକୁ ଆସିଥିଲେ । ଏମାନେ ଗୟା ଷ୍ଟେସନ୍‌ରୁ ଚଢିଥିଲେ । ଜେନେରାଲ ଟିକେଟ୍‌ କାଟି ରିଜରଭେସନ୍‌ ବଗିରେ ଉଠିିଥିଲେ । ବଗିରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଜିଆରପି ୧୮ ଜଣଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.