Below header

ପରମ୍ପରା ଆଗରେ ହାରମାନିଛି ପ୍ରଶାସନ, କରଞ୍ଜିଆ ବିଶିପୁର ଗାଁ ମା’ ସାହାଡ଼ା ସୁନ୍ଦରୀଙ୍କ ପୂଜାରେ ପଡ଼ିଲା ପଶୁପକ୍ଷୀ ବଳି

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବିଶିପୁର ଗାଁ ମା’ ସାହାଡ଼ା ସୁନ୍ଦରୀଙ୍କ ପୂଜାରେ ପଡ଼ିଲା ପଶୁପକ୍ଷୀ ବଳି । ଶିମିଳିପାଳ ପାଦଦେଶରେ ପୂଜା ପାଉଛନ୍ତି ସାହାଡ଼ା ସୁନ୍ଦରୀ । ପ୍ରତିବର୍ଷ କେବଳ କୁମାରପୂର୍ଣ୍ଣିମାରେ ଏଠାରେ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । ଆଜି ଏଠାରେ ପଡ଼ିଛି ଶହ ଶହ ବୋଦା ଓ କୁକୁଡ଼ା ବଳି । ମାନସିକ ପୂରଣ ହେଲେ ଏହି ବଳି ଦିଆଯାଇଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ହେଲେ ଆଧୁନିକ ଯୁଗରେ ଏଭଳି ପରମ୍ପରାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.