Below header

ବଲାଙ୍ଗିର: ପେଟ ପାଟଣା ପାଇଁ ଯିବା ସମୟରେ ବସ ଦୁର୍ଘଟଣାରେ କଟିଗଲା ଦାଦନ ଶ୍ରମିକଙ୍କ ହାତ

ବଲାଙ୍ଗିର: ପେଟ ପାଟଣା ପାଇଁ ଯିବା ସମୟରେ ନିଜ ହାତ ହରାଇଲେ ଦାଦନ ଶ୍ରମିକ । ବାଟରେ ଯାଉଯାଉ ବସ ଦୁର୍ଘଟଣାରେ କଟିଗଲା ଶ୍ରମିକଙ୍କ ହାତ । ଏହି ଯୁବକ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଲଣ୍ଡା ପଥର ଗାଁ ର ପ୍ରଦୀପ ସେଟ । ଓଡିଶାରୁ କିଛି ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସର ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପ୍ରଦୀପ । ସ୍ଥାନୀୟ ବାସିନ୍ଦା ଓ ଅଧିକାରୀଙ୍କ ସହାୟତାରେ ପ୍ରଦୀପଙ୍କୁ ଉଦ୍ଧର କରାଯାଇ ପ୍ରଥମେ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.