ବୁଲୁଛି ଚିତାବାଘ ! ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଢେଙ୍କାନାଳ(କେନ୍ଯୁଜ୍): କ୍ୟାମେରାରେ କଏଦ ଚିତାବାଘ। ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ ଏକ ଚିତାବାଘ କଏଦ ହୋଇଛି । ଏନେଇ ଟୁଇଟ୍‌ କରି ଜଣାଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରା ଲାଗିବା ଦିନଠାରୁ ସାତ ଗୋଟି ଚିତାବାଘ କ୍ୟାମେରାରେ କଏଦ ହୋଇଛନ୍ତି । ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ୬୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଆଗାମୀ ଦିନରେ ଚିତା ବାଘ କେତେ ସଂକ୍ଷ୍ୟକ ଅଛନ୍ତି ତାହା ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.