Below header

ସୁଧୁରୁଛି ଶ୍ରୀମନ୍ଦିର ସ୍ଥିତି,ମହାପ୍ରଭୁଙ୍କ ନୀତିକାନ୍ତ ସ୍ୱାଭାବିକ ଚାଲିଥିବାବେଳେ ଚଳଚଞ୍ଚଳ ଆନନ୍ଦବଜାର

ପୁରୀ : ସୁଧୁରୁଛି ଶ୍ରୀମନ୍ଦିର ସ୍ଥିତି । ମହାପ୍ରଭୁଙ୍କ ନୀତିକାନ୍ତ ସ୍ୱାଭାବିକ ଚାଲିଥିବାବେଳେ ଚଳଚଞ୍ଚଳ ହୋଇଉଠିଲାଣି ଆନନ୍ଦବଜାର । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଖାଉଛନ୍ତି ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିତି ଅନୁଧ୍ୟାନ କରି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ସେପଟେ ଏଏସ୍‌ଆଇ କର୍ମଚାରୀମାନେ ରୋଷ ଘର ପରିସରରେ ଭାଙ୍ଗିଥିବା ଗଛ ଡାଳ ସଫା କରିବାରେ ନିୟୋଜିତ ଅଛନ୍ତି । ଆଜିଠୁ ରଥ ନିର୍ମାଣ କାମ ଆରମ୍ଭ ହେଉଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.