Below header

ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ସୁନ୍ଦରଗଡ଼

ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଥରି ଉଠିଲା ସୁନ୍ଦରଗଡ଼ ଜିଲ୍ଲାର କୋଇଡା, ବଣାଇ ଓ ଲହୁଣିପଡ଼ା ଅଞ୍ଚଳ । ଆକାଶରେ କିଛି ଫାଟିବା ଭଳି ଶବ୍ଦ ଶୁଣିବାକୁ ମିଳିଛି ।

ବଣାଇ : ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଥରି ଉଠିଲା ସୁନ୍ଦରଗଡ଼ ଜିଲ୍ଲାର କୋଇଡା, ବଣାଇ ଓ ଲହୁଣିପଡ଼ା ଅଞ୍ଚଳ । ଆକାଶରେ କିଛି ଫାଟିବା ଭଳି ଶବ୍ଦ ଶୁଣିବାକୁ ମିଳିଛି । ଏତେ ଜୋରରେ ଶବ୍ଦ ହୋଇଥିଲା ଯେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ। କିଛି ସମୟ ପାଇଁ ଶବ୍ଦ ଶୁଣିଥିଲେ ଲୋକ । ତେବେ ଏହା କେମିତି ଓ କଣ ପାଇଁ ହେଲା କେହି କିଛି ବୁଝି ପାରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.