Below header

ଉଦଘାଟନକୁ ପୁରିନି ଗୋଟିଏ ସପ୍ତାହ, ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ

କାମାକ୍ଷାନଗର (କେନ୍ଯୁଜ୍): ଭାଙ୍ଗିଲା କେନାଲ। ଉଦଘାଟନର ଗୋଟିଏ ସପ୍ତାହ ପୁରିନାହିଁ, ଭାଙ୍ଗିଲା ରେଙ୍ଗାଳୀ ବାମ କେନାଲର ମାଇନର କେନାଲ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟ୍ରିବ୍ୟୁଟାରି କେନାଲରେ ଘାଇ ସୃଷ୍ଟି ହୋଇଛି।

ଭୁବନ ବ୍ଲକ ଧଳପଡ଼ା ଗାଁର ଚଣ୍ଡୀମନ୍ଦିର ନିକଟରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ମାଡିଯାଇ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି। ନିମ୍ନମାନର କାମ ପାଇଁ କେନାଲ ଭାଙ୍ଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.