Below header

ସାବଧାନ! ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ, ବାଙ୍କିରୁ ଚେକିଂ ବେଳେ ମଦୁଆ ବାଇକ ଚାଳକଙ୍କଠାରୁ ଜୋରିମାନା ସହ କରାଗଲା ଗିରଫ

ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଛକ ଠାରେ କଟକ ଆଞ୍ଚଳିକ ପରିବହନ ବିଭାଗ ଓ ବାଙ୍କୀ ପୋଲିସର ମିଳିତ ତନଖି ବେଳେ ବିନା ହେଲମେଟ ବାଇକ ଚାଳକ,ମଦୁଆ ଡ୍ରାଇଭର ଓ ମଦୁଆ ବାଇକ ଚାଳକଙ୍କୁ ଚେକିଂ ଚାଲିଥିଲା।

FINE-1

ଜଣେ ମଦୁଆ ବାଇକ ଚାଳକଙ୍କ ଠାରୁ  ଇନସ୍ୟୁରାନ୍ସ ନଥାଇ, ପ୍ରଦୂଷଣ ନଥିବାରୁ ୧୭ ହଜାରଟଙ୍କାର ଫାଇନ ଆଦାୟ କରାଯିବା ସହିତ ଗିରଫ କରା ଯାଇଛି। ହେଲମେଟ ପିନ୍ଧିନ ଥିବା ଚାଳକଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇଥିବା  MVI ସୂଚନାଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.