Below header
Browsing Tag

drunker drive

ମଦ ପିଇ ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା, ୩ ମଦ୍ୟପଙ୍କୁ ପଡ଼ିଲା ୭୦ ହଜାର ଟଙ୍କା ଜରିମନା

ଚାନ୍ଦବାଲି(କେନ୍ୟୁଜ୍):ମଦ୍ୟପାନ କରି ଗାଡି ଚଳାଇବା ଗାଡି ଚାଳକଙ୍କୁ ପଡିଛି ମହଙ୍ଗା । ମଦ ପିଇ ଗାଡି ଚଳାଉଥିବା ବେଳେ  ଭଦ୍ରକ ଆରଟିଓ  ୭୦ ହଜାର ୫ଶହ ଟଙ୍କା ଜରିମାନା କରିଛନ୍ତି।  ତାସହ ତିନି ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛନ୍ତି ଆରଟିଓ। ସୂଚନା ମୁତାକବ…

ସାବଧାନ! ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ, ବାଙ୍କିରୁ ଚେକିଂ ବେଳେ ମଦୁଆ ବାଇକ ଚାଳକଙ୍କଠାରୁ ଜୋରିମାନା ସହ କରାଗଲା ଗିରଫ

ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଛକ ଠାରେ କଟକ ଆଞ୍ଚଳିକ ପରିବହନ ବିଭାଗ ଓ ବାଙ୍କୀ ପୋଲିସର ମିଳିତ ତନଖି ବେଳେ ବିନା ହେଲମେଟ ବାଇକ ଚାଳକ,ମଦୁଆ ଡ୍ରାଇଭର ଓ ମଦୁଆ ବାଇକ ଚାଳକଙ୍କୁ ଚେକିଂ ଚାଲିଥିଲା। ଜଣେ ମଦୁଆ ବାଇକ ଚାଳକଙ୍କ ଠାରୁ  ଇନସ୍ୟୁରାନ୍ସ ନଥାଇ,…

ମଦୁଆ ଗାଡ଼ି ଚାଳକଙ୍କ ଉପରେ ପୋଲିସର କଡ଼ା ନଜର, କେନ୍ଦୁଝର ଜିଲ୍ଲାରେ ୨୬ ଜଣ ମଦୁଆ ଡ୍ରାଇଭର ଗିରଫ

କେନ୍ଦୁଝର (କେ ନ୍ୟୁଜ): ସଂଶୋଧିତ ମୋଟର ଯାନ ଆଇନ ପରେ ମଦୁଆ ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ରାଜ୍ୟର ୧୪ଟି ଟୋଲ ଗେଟ ସମେତ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ମଦ ପିଇଥିବା ସନ୍ଦେହ ଆସିଲେ ଗାଡ଼ି ଚାଳକଙ୍କୁ ବ୍ରେଥ ଆନାଲାଇଜରରେ ଟେଷ୍ଟ କରାଯାଉଛି । ଏଥିସହ ମଦୁଆ…