Below header

ଦେଶୀ ମଦ ପିଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ଭଦ୍ରକ (କେନ୍ୟୁଜ) : ଦେଶୀ ମଦ ପିଇ ଜଣଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ସାନଗୋପାଳ ସାହିର ଭଗବାନ ବେହେରା । ଗତକାଲି ରାତିରେ ସେ ଗାଁ ନିକଟରେ ଥିବା ଦୋକାନରୁ ସେ ଦେଶୀ ମଦ ପିଇଥିଲେ । ପରେ ଦେହ ଅସୁସ୍ଥ ହେବାରୁ ସେ ସେହି ସ୍ଥାନରେ ଅଚେତ ହୋଇ ପଡିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ମଦ ଦକଙ୍କ ନିକଟରୁ ଉଦ୍ଧାର କରି ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଭଦ୍ରକ ମେଡିକାଲରେ ଚିକତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.