Below header
Browsing Tag

country liquor

୧୪ ଶହ ଲିଟର ଦେଶୀ ମଦ ଵୋଝେଇ ଗାଡ଼ି ଜବତ, ଦୁଇ ଜଣ ଗିରଫ

ବାଙ୍କୀ: ବାଙ୍କୀ ବଜାର ଦେଇ ଯାଉଥିବ ୧୪ ଶହ ଲିଟର ଦେଶୀ ମଦ ଵୋଝେଇ ଗାଡ଼ି ଜବତ । ଦୁଇ ଜଣ ଗିରଫ । ନିର୍ବାଚନକୁ ଆଖି ଆଗରେ ରଖି ଅବକାରୀ ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଚୋରା ମଦ ବିକ୍ରି ଓ ଚାଲାଣ ଉପରେ ଚଢାଉ ଜାରି ରହିଛି । ଏ ନେଇ ଅବକାରୀ ଵିଭାଗର ଏକ ସ୍ବତନ୍ତ୍ର ଟିମ କଟକ ଜିଲ୍ଲାର ବାଙ୍କୀ…

ବିପୁଳ ପରିମାଣରେ ଚୋରା ମଦ ଜବତ, ୩  ଗିରଫ

ଜଳେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୋଗରାଇର 2 ଟି ସ୍ଥାନରେ ଅବକାରୀ ବିଭାଗର 15 ଜଣିଆ ଟିମ୍ ରେଡ୍ କରିଛନ୍ତି | ରେଡ୍  ବେଳେ  ବିପୁଳ ପରିମାଣରେ ଚୋରା ମଦ ଜବତ କରିବା ସହ 3 ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ | ସୁଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା  ଭୋଗରାଇ…

ଦେଶୀ ମଦ ପ୍ରସ୍ତୁତି ଭାଟି ଉପରେ ମହିଳାଙ୍କ ଚଢାଉ, ଭାଙ୍ଗିରୁଜି କଲେ ଛାରଖାର୍

ଉଦଳା(କେନ୍ୟୁଜ): ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା । ଶେଷରେ ଗାଁ ଭିତରେ ପଶି ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟିକୁ ନଷ୍ଟ କରିଲେ । ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା । କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚକୁ…

୨ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ

ଆଠଗଡ଼ : ଆଠଗଡ଼ ଗୁରୁଡିଝାଟିଆ ପଞ୍ଚାୟତ ଡବାଗାଡ଼ିଆ ଗାଁରେ ଚଢ଼ାଉ। ଆଠଗଡ଼ ଓ କଟକ ଅବକାରୀ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଏବଂ ଗୁରୁଡିଝାଟିଆ ପୋଲିସ୍ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଦୁଇ ହଜାର ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି। ଏକ ଚାରି ଚକିଆ ଯାନ ଓ ଦୁଇଟି ବାଇକ୍ ଜବତ କରିଛି…

ଦେଶୀ ମଦ ପିଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ଭଦ୍ରକ (କେନ୍ୟୁଜ) : ଦେଶୀ ମଦ ପିଇ ଜଣଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ସାନଗୋପାଳ ସାହିର ଭଗବାନ ବେହେରା । ଗତକାଲି ରାତିରେ ସେ ଗାଁ ନିକଟରେ ଥିବା ଦୋକାନରୁ ସେ ଦେଶୀ ମଦ ପିଇଥିଲେ । ପରେ ଦେହ ଅସୁସ୍ଥ ହେବାରୁ ସେ ସେହି ସ୍ଥାନରେ ଅଚେତ ହୋଇ ପଡିଯାଇଥିଲେ ।…