ଜଳେଶ୍ବର, ବଡଭାଇକୁ କଟୁରୀରେ ହାଣି ଦୁଇ ଖଣ୍ଡ କଲା ସାନଭାଇ

ଜଳେଶ୍ବର (କେନ୍ୟୁଜ୍) : ବଡଭାଇକୁ ହାଣିଲା ସାନଭାଇ। ଭାଇ ଦେଲା ରକ୍ତ ସମ୍ପର୍କରେ କଳଙ୍କର ଛିଟା। ଭୁଜିଲାନି ସମ୍ପର୍କର ମହତ୍ତ୍ବ। ସିଂଲା ଥାନା ଗିଲାଜୋଡି ଗାଁରେ ଘଟଣା। ମୃତକ ଗିଲାଜୋଡି ଗ୍ରାମର ରବିନ୍ଦ୍ର ରାଉତ। ସାନଭାଇର କଟୁରୀ ଚୋଟରେ ଟଳିପଡିଲା ବଡଭାଇ ରବିନ୍ଦ୍ର । ବଡଭାଇକୁ ୨ ଖଣ୍ଡ କରି ଗାତରେ ପୋତୁଥିଲା ସାନଭାଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.