Below header

ମାନବବାଦ ସଂଗଠନର ଶପଥପାଠ ପତ୍ର, ପଢନ୍ତୁ କିଭଳି ନୀରିହ ଜନତାଙ୍କ ମନରେ ହିଂସା ଓ ଘୃଣାର ବିଷ ଭରୁଥିଲା ମାନସ ଦାସ

କେନ୍ୟୁଜ୍(ବ୍ୟୁରୋ):କେନ୍ୟୁଜ୍ ହାତରେ ଲାଗିଛି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଲିଫ୍‌ଲେଟ । ଯେଉଁ ଲିଫଲେଟରେ ରହିଛି ସଙ୍ଗଠନରେ ସଦସ୍ୟଙ୍କ ପାଇଁ ଶପଥ ପାଠ । ଲିଫଲେଟରେ ଅଜବ ଅଜବ ଲେଖାଯାଇଛି ।

leaflate

‘ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ’ ବୋଲି ଉଲ୍ଲେଖ ରହିଛି । ଦୀର୍ଘ ଦିନ ହେଲା ଏମିତି ଲୋକଙ୍କୁ ଭୁଆଁ ବୁଲାଉଥିଲା ସଙ୍ଗଠନ । ମାନବବାଦ ସଙ୍ଗଠନ ଓ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଭଳି ଦୁଇଟି ସଙ୍ଗଠନ କରିଥିଲେ ମାନସ ଦାସ । ଯେଉଁଠାରେ ମାନସ ଦାସଙ୍କ ସଭା ସମିତି ଚାଲୁଥିଲା, ସେଠାରେ ଏହି ଲିଫଲେଟ ସବୁକୁ ବଣ୍ଟା ଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.