Browsing Tag

guruji manas das

ମାନବବାଦ ସଂଗଠନର ଶପଥପାଠ ପତ୍ର, ପଢନ୍ତୁ କିଭଳି ନୀରିହ ଜନତାଙ୍କ ମନରେ ହିଂସା ଓ ଘୃଣାର ବିଷ ଭରୁଥିଲା ମାନସ ଦାସ

କେନ୍ୟୁଜ୍(ବ୍ୟୁରୋ):କେନ୍ୟୁଜ୍ ହାତରେ ଲାଗିଛି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଲିଫ୍‌ଲେଟ । ଯେଉଁ ଲିଫଲେଟରେ ରହିଛି ସଙ୍ଗଠନରେ ସଦସ୍ୟଙ୍କ ପାଇଁ ଶପଥ ପାଠ । ଲିଫଲେଟରେ ଅଜବ ଅଜବ ଲେଖାଯାଇଛି । ‘ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ’ ବୋଲି ଉଲ୍ଲେଖ ରହିଛି । ଦୀର୍ଘ ଦିନ ହେଲା ଏମିତି…

ଭୁଶୁଡ଼ିଗଲା ମାନବବାଦ ସଂଗଠନ, ମୁଖିଆ ମାନସ ଦାସ ସହ ତାଙ୍କ ପୁଅ ମନୋରଞ୍ଜନ ଦାସ ବି ଗଲେ ଜେଲକୁ

କେନ୍ୟୁଜ୍(ବ୍ୟୁରୋ):  ଗୁରୁଜୀଙ୍କ ହାତରେ ହାତକଡ଼ି । ବନ୍ଧା ହେଲେ ମାନବବାଦ ସଂଗଠନ ମୁଖିଆ ମାନସ ଦାସ । ବୋଲଗଡ଼ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଆଜି ଭୁବନେଶ୍ୱର ସହିଦନଗର ଘରୁ ଉଠାଇ ନେଇଥିଲା ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ଗିରଫ କରାଯାଇଛି…

ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ବାସଭବନରୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ, ମାନବଦାଦ ନାଁ ଚଳାଇଥିଲେ ଆତଙ୍କରାଜ୍

କେନ୍ୟୁଜ୍(ବ୍ୟୁରୋ):  ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ସହିଦନଗର ବାସଭବନରୁ ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ । ତାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ବେଗୁନିଆ ଅଞ୍ଚଳରେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା, ବୋଲଗଡ଼ ଅଞ୍ଚଳରେ ଜଣେ ଲୋକଙ୍କୁ ହତ୍ୟା କରିବା ସହ…