Below header

ଭୁବନେଶ୍ୱରରୁ ଜଣେ ସାଇବର ଠକକୁ ଗିରଫ କଲା ମଣିପୁର ପୋଲିସ, ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ୱର ସାଇବର ପୋଲିସ

କମିଶନରେଟ ପୋଲିସ ସହାୟତରେ ନୟାପଲ୍ଲୀ ବେହେରା ସାହିରୁ ସାଇବର ଠକକୁ ଗିରଫ କରାଯାଇଛି । ତା ନାଁ ବିକାଶ ଆଚାର୍ଯ୍ୟ । ବାଲେଶ୍ୱର ସଦର ଥାନା ବାଲିଆ ଅଞ୍ଚଳରେ ତା ଘର ।

ଭୁବନେଶ୍ବର(କେନ୍ୟୁଜ୍):ମଣିପୁରରେ ଠକେଇ । ଓଡ଼ିଶାରୁ ଗିରଫ । ଭୁବନେଶ୍ୱରରୁ ଜଣେ ସାଇବର ଠକକୁ ଗିରଫ କରିଛି ମଣିପୁର ପୋଲିସ । କମିଶନରେଟ ପୋଲିସ ସହାୟତରେ ନୟାପଲ୍ଲୀ ବେହେରା ସାହିରୁ ସାଇବର ଠକକୁ ଗିରଫ କରାଯାଇଛି ।

ତା ନାଁ ବିକାଶ ଆଚାର୍ଯ୍ୟ । ବାଲେଶ୍ୱର ସଦର ଥାନା ବାଲିଆ ଅଞ୍ଚଳରେ ତା ଘର । ବେହେରା ସାହିରେ ସେ ଭଡ଼ାରେ ରହୁଥିଲା । ଗିରଫ ପରେ ଓଡ଼ିଶାରେ ଠକେଇ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ୱର ସାଇବର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.