ସାଇବର ଠକଙ୍କ ପଞ୍ଝାରେ ଯୁବକ, ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ଟଙ୍କା
ତାଳଚେର : ସାଇବର ଠକଙ୍କ ପଞ୍ଝାରେ ଯୁବକ । ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା । ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହେଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଗତକାଲି ସୁଶାନ୍ତଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସିଥିଲା । ତାଙ୍କ ଆକାଉଣ୍ଟରୁ ତିନି ଥରରେ ୪…