Below header

ମାଲକାନଗିରି ସୀମାନ୍ତରେ ମାଓ ଶିବିର ଧ୍ବଂସ, କମ୍ବିଂ ଅପରେସନ ବେଳେ ଜବତ ହେଲା ବିପୁଳ ସାମଗ୍ରୀ

ମାଓ କ୍ୟାମ୍ପ ଧ୍ବଂସ । ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମାଓ ଶିବିର ଧ୍ବଂସ । କମ୍ବିଂ ଅପରେସନ ବେଳେ ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ । ସୀମାନ୍ତ ସୁକମା ବୁର୍କାଲଙ୍କା ଜଙ୍ଗଲରେ ଚାଲିଥିଲା ମାଓ କ୍ୟାମ୍ପ ।

ମାଲକାନଗିରି (କେନ୍ୟୁଜ): ମାଓ କ୍ୟାମ୍ପ ଧ୍ବଂସ । ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମାଓ ଶିବିର ଧ୍ବଂସ । କମ୍ବିଂ ଅପରେସନ ବେଳେ ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ । ସୀମାନ୍ତ ସୁକମା ବୁର୍କାଲଙ୍କା ଜଙ୍ଗଲରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଡିଆରଜି ଓ କୋବ୍ରା ବାହିନୀ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ତେବେ ଚଢ଼ାଉ ବେଳେ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ଖସିଯାଇଥିଲେ । କିସ୍ତାରାମ ଏରିଆ କମିଟି ମାଓ ସଂଗଠନ ପକ୍ଷରୁ ଶିବିର ଚାଲିଥିବା ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.