Below header
Browsing Tag

Malkangari

ମାଲକାନଗିରିରେ ଏନକାଉଣ୍ଟର, ଟଳିପଡ଼ିଲେ ୭ ମାଓବାଦୀ

ମାଲକାନଗିରି (କେନ୍ୟୁଜ): ଟଳିପଡ଼ିଲେ  ୭ ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ।  ପୋଲିସ ଏନକାଉଣ୍ଟରରେ  ୭ ମାଓବାଦୀ ନିହତ । ଆବୁଝାମାଡ଼ ଜଙ୍ଗଲରେ ପୋଲିସର କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରୁ…

ମାଲକାନଗିରିରେ ଅସହ୍ୟ ଗରମ, ଶ୍ରମିକଙ୍କୁ ଦିନ ୧୧ରୁ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାରେ ମାର୍ଚ୍ଚରେ ଅସହ୍ୟ ଗରମ । ତାପମାତ୍ରା ୩୭ ଡିଗ୍ରୀ ପାର ହେଲାଣି । ଏହାକୁ ନଜର ରଖି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ଅଧିକାରୀ ମାନେ ସଠିକ୍ ଭାବେ…

ମାଲକାନଗିରି ସୀମାନ୍ତରେ ମାଓ ଶିବିର ଧ୍ବଂସ, କମ୍ବିଂ ଅପରେସନ ବେଳେ ଜବତ ହେଲା ବିପୁଳ ସାମଗ୍ରୀ

ମାଲକାନଗିରି (କେନ୍ୟୁଜ): ମାଓ କ୍ୟାମ୍ପ ଧ୍ବଂସ । ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମାଓ ଶିବିର ଧ୍ବଂସ । କମ୍ବିଂ ଅପରେସନ ବେଳେ ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ । ସୀମାନ୍ତ ସୁକମା ବୁର୍କାଲଙ୍କା ଜଙ୍ଗଲରେ ଚାଲିଥିଲା ମାଓ କ୍ୟାମ୍ପ । ଖବର ପାଇ ଡିଆରଜି ଓ କୋବ୍ରା ବାହିନୀ ପକ୍ଷରୁ କମ୍ବିଂ…

ଖୁବଶୀଘ୍ର ମାଲକାନଗିରିକୁ ଉଡ଼ିବ ବିମାନ, ଆଜି ଏୟାରପୋର୍ଟରେ ହେବ ଟ୍ରାୟଲ ରନ

ମାଲକାନଗିରି (କେନ୍ୟୁଜ): ଖୁବଶୀଘ୍ର ମାଲକାନଗିରିକୁ ଉଡ଼ିବ ବିମାନ । ଆଜି ଏୟାରପୋର୍ଟରେ ହେବ ଟ୍ରାୟଲ ରନ । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର ସୂଚନା ରହିଛି। ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରାଯାଇନାହିଁ। ଅରସି ସ ଉଡାନ ଯୋଜନାରେ…

ମାଲକାନଗିରିରେ ଡ୍ରଗ୍ସ ରାକେଟ : ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କାଲିମେଳା (କେନ୍ୟୁଜ): ମାଲକାନଗିରିରୁ ଜବତ ହେଲା ଧଳା ଜହର। ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଦେଖିବାରେ ମିଳିଛି ଡ୍ରଗ୍ସ ରାକେଟ। ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬…

ତାଣ୍ଡବ ରଚିଲା କାଳବୈଶାଖୀ: ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା: ୨ ମତ୍ସ୍ୟଜୀବୀ ନିଖୋଜ

ମାଲକାନଗିରି (କେନ୍ୟୁଜ): ତାଣ୍ଡବ ରଚିଲା କାଳବୈଶାଖୀ । ଭାରସାମ୍ୟ ହରାଇ ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା । ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଗତକାଲିଠାରୁ ସେମାନଙ୍କୁ କୌଣସି ପତ୍ତା ମିଳୁନି । ମାଛ ଧରିବାକୁ ଯାଇଥିବା ବେଳେ ପ୍ରବଳ ବର୍ଷା ପବନରେ ଭାରସାମ୍ୟ ହରାଇ…

ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ 5T ସଚିବ: ଜଳସେଚନ ବ୍ୟବସ୍ଥା ଓ ରେଳ ଲାଇନ୍ କାର୍ଯ୍ୟ ଅଗ୍ରଗତିର କରିବେ ସମୀକ୍ଷା

ମାଲକାନଗିରି (କେନ୍ୟୁଜ): ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ 5T ସଚିବ ଭିକେ ପାଣ୍ଡିୟାନ୍। ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିୟାନ୍। ଅପରାହ୍ନ ୨.୫୦ ରେ ହେଲିକପ୍ଟର ଯୋଗେ ମାଥିଲି ପହଞ୍ଚିବେ । ୩.୦୫ ମିନିଟରେ ଶିବ ସାଗର ଉନ୍ନତି କରଣ ଏବଂ…