ବଲାଙ୍ଗିର ଖପ୍ରୋଖୋଲ ଗନ୍ଧମାର୍ଦ୍ଦନ ପାହାଡ ଉପରୁ ମାଓ କ୍ୟାମ୍ପ ଠାବ

ବଲାଙ୍ଗିର(କେନ୍ୟୁଜ୍) : ପାହାଡ ଉପରେ ମାଓକ୍ୟାମ୍ପ । CRPF ଯବାନଙ୍କ କମ୍ବିଂ ଅପରେସନ୍‌ ବେଳେ ବଲାଙ୍ଗିର ଖପ୍ରୋଖୋଲ ଗନ୍ଧମାର୍ଦ୍ଦନ ପାହାଡ ଉପରୁ ମାଓ କ୍ୟାମ୍ପ ଠାବ କରାଯାଇଛି।

mao camp1ଘଟଣାସ୍ଥଳରୁ ମାଓ ସାମଗ୍ରୀ, ମାଓ ପୁସ୍ତିକା, ୱାକିଟକି ଓ ଟିଫିନ୍‌ ଜବତ କରାଯାଇଛି। ଏହାଛଡା ବହୁ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି । ମାଓ ଅଞ୍ଚଳରେ ଏବେବି କମ୍ବିଂ ଅପରେସନ୍‌ ଜାରି ରହିଛି।

Leave A Reply

Your email address will not be published.