ମାଲକାନଗିରି : ମାଓବାଦୀକୁ ଢେଲା ପଥର ମାଡ଼ କରି ମାରି ଦେଲେ ଗାଁଲୋକେ

ମାଲକାନଗିରି (କେନ୍ୟୁଜ୍) : ଜନ୍ତୁରାଇ ଗାଁରେ ମାଓବାଦୀକୁ ପିଟି ପିଟି ମାରି ଦେଲେ ଗାଁଲୋକେ । ଘଟଣା ଘଟିଛି ମାଲକାନଗିରି ଜନ୍ତୁରାଇ ଗାଁରେ । ଗତକାଲି ରାତିରେ କିଛି ମାଓବାଦୀ ଗାଁକୁ ଆସିଥିଲେ । ଗୁଳିମାଡ଼ କରିଥିଲେ । ଏହା ପରେ ଗାଁଲୋକେ ଏକାଠି ହୋଇ ପାଲଟା ଜବାବ ଦେଇଥିଲେ । ଢେଲା ପଥର ମାଡ଼ କରିଥିଲେ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ କିଛି କ୍ୟାଡର ମାଓବାଦୀ ଆହତ ହୋଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.