ସହିଦ୍‌ ସପ୍ତାହ ପାଳନବେଳେ ମାଓବାଦୀଙ୍କ ବର୍ବରକାଣ୍ଡ , ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ୍‌

ମାଲକାନଗିରି(କେନ୍ୟୁଜ୍) : ସହିଦ୍‌ ସପ୍ତାହ ପାଳନବେଳେ ମାଓବାଦୀଙ୍କ ବର୍ବରକାଣ୍ଡ। ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ ଜାଳିଦେଲେ ଲାଲ୍‌ବାହିନୀ।

bus୨୦ରୁ ୨୫ଜଣ ମାଓବାଦୀ ଆସି ମାଲକାନଗିରି ମାଥିଲି ବ୍ଲକ ମୁଣ୍ଡାଗୁଡ଼ାରେ ଏହି କାଣ୍ଡ ଘଟାଇଛନ୍ତି। ତେବେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ବସ୍‌ଟି ମଟୁରୁରୁ କମାରପାଲି ଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.