Below header

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବାଇକ୍ ଆରୋହିଙ୍କୁ ସାହାଯ୍ଯର ହାତ ବଢାଇଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଗୋପ(କେନ୍ଯୁଜ୍): ଗତକାଲି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିମାପଡା କୁଶଭଦ୍ରା ସେତୁ ଉପରେ ବନ୍ୟା ପରିସ୍ଥିତି ସମୀକ୍ଷା କରୁଥିବା ସମୟରେ ହଠାତ ଦୁଇ ଜଣ ବାଇକ୍ ଆରୋହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତମାନକୁ ନିମାପଡା ଡାକ୍ତର ଖାନାକୁ ଚିକତ୍ସା ପାଈଁ ପଠାଇଥିଲେ। ମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.