Below header

ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା, ବିଭିନ୍ନ ମସଜିଦ୍‌ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍‌ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପରସ୍ପରକୁ ଆଲିଙ୍ଗନ କରି ଶୁଭେଛା ଜଣାଇଛନ୍ତି ମୁସଲିମ୍‌ ଭାଇମାନେ।

ମୁସଲିମ ଭାଇମାନେ ଏହି ପର୍ବକୁ ସମର୍ପଣ ଓ ଦାନର ପର୍ବ ବୋଲି ପାଳନ କରିଥାନ୍ତି। ଏଥିସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ମସଜିଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.