Below header

ଜଳିଗଲା ଭେଣ୍ଡିଂ ଜୋନ୍, କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ୧୧ଟି ଦୋକାନ ପୋଡି ନଷ୍ଟ

ଜଳିଗଲା ଭେଣ୍ଡି ଜୋନ୍। ଭୁବନେଶ୍ବର ଭେଣ୍ଡିଙ୍ଗ ଜୋନରେ ବଡ଼ଧରଣର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଙ୍ଗ ଜୋନରେ ନିଆଁ ଲାଗି ୧୧ଟି ଦୋକାନ ପୋଡିଯାଇଛି ।

ଜଳିଗଲା ଭେଣ୍ଡି ଜୋନ୍। ଭୁବନେଶ୍ବର ଭେଣ୍ଡିଙ୍ଗ ଜୋନରେ ବଡ଼ଧରଣର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଙ୍ଗ ଜୋନରେ ନିଆଁ ଲାଗି ୧୧ଟି ଦୋକାନ ପୋଡିଯାଇଛି । ଆଜି ଭୋର ୪ ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛିି । ତେବେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.